ଗୋପନରେ କିବ୍ ଗସ୍ତ କଲେ ଆମେରିକା ରାଷ୍ଟ୍ରପତି ବାଇଡେନ

ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଏକ ବର୍ଷ ପୂରଣ ହେବ। ଏହା ପୂର୍ବରୁ ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନ ପଛରେ ନିଜର ସମର୍ଥନକୁ ପ୍ରମାଣିତ କରିବାକୁ ପୋଲାଣ୍ଡର ଓ୍ବାର୍ସାଠାରେ ଏକାଠି ହୋଇଛନ୍ତି। ଏହି ବୈଠକରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାରଦିନ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି। କିନ୍ତୁ ପୋଲାଣ୍ଡରୁ ସେ ଗୋପନରେ ୟୁକ୍ରେନର ରାଜଧାନୀ କିବ୍ ଗସ୍ତ କରିଥିବା ଆଲୋଚନା ହେଉଛି। … Continue reading ଗୋପନରେ କିବ୍ ଗସ୍ତ କଲେ ଆମେରିକା ରାଷ୍ଟ୍ରପତି ବାଇଡେନ